Breaking PLUSଓଡ଼ିଶାମୁଖ୍ୟ ଖବର
ଖୁବ ଶୀଘ୍ର ନୂଆପଡାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ନୂଆପଡାରେ ଦୁଇ ଦିନ ରହି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । 6 ତାରିଖରୁ 8 ତାରିଖ ମଧ୍ୟରେ ନୂଆପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ତାରିଖ ସ୍ପଷ୍ଟ ହେବ । ସେ କହିଛନ୍ତି ଯେ, ନୂଆପଡାରେ ନବୀନ ବାବୁ ତାଙ୍କ ଦଳ ପାର୍ଥି ପାଇଁ ପ୍ରଚାର କରିବେ କିନ୍ତୁ ସ୍ଥିତି ଯାହା ଅଛି ବିଜେପି ନିଶ୍ଚୟ ଜିତିବ । ଜୟ ଢୋଲକିଆଙ୍କ ସପକ୍ଷରେ ବିପୁଳ ସମର୍ଥନ ଅଛି ସେ ସୁନିଶ୍ଚିତ ଜିତିବେ ।


