Breaking PLUSଓଡ଼ିଶାମୁଖ୍ୟ ଖବର
ସେବକ ଟିକରପଡ଼ା ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇ ମହିଳା ମୃତ

ଦିଗପହଣ୍ଡି: ସେବକ ଟିକରପଡ଼ା ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇ ମହିଳା ମୃତ । ପଞ୍ଚୁକ ବୁଡ଼ ପାଇଁ ନଦୀକୁ ଯାଇଥିବା ବେଳେ ଅଘଟଣ ଘଟିଛି । ନଦୀରୁ ମୃତଦେହ ଉଦ୍ଧାର କଲେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ।


