Breaking PLUSଓଡ଼ିଶାମୁଖ୍ୟ ଖବର

OSRTC ମୁହାଁମୁହିଁ ଧକ୍କା; ୪ ଗୁରୁତର

କାମାକ୍ଷାନଗର: OSRTC ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଗୁରୁତର ଆହତ ହୋଇଛନ୍ତି । ପରଜଙ୍ଗ ଥାନା ୧୪୯ ନମ୍ବର ଏନ୍‌ଏଚ୍‌ ରଙ୍ଗଥଳି ନିକଟରେ ଦୁର୍ଘଟଣା ଘଟିଛି । ୩ ଯାତ୍ରୀ ଓ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା OSRTC ବସ୍‌ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button