Breaking PLUSଓଡ଼ିଶାମୁଖ୍ୟ ଖବର
ବେଆଇନ୍ ବାଲି ଚାଲାଣ ବେଳେ ୫୬ଟି ହାଇୱା ଜବତ

ଆନନ୍ଦପୁର: ବେଆଇନ୍ ବାଲି ଚାଲାଣ ବେଳେ ୫୬ଟି ହାଇୱା ଜବତ ହୋଇଛି । ୨ଟି ପୃଥକ ସ୍ଥାନରେ ଖଣି ଓ ପୋଲିସ ବିଭାଗର ବଡ଼ ଧରଣର ରେଡ୍ କରାଯାଇଛି । ରାମଚନ୍ଦ୍ରପୁର ବୈତରଣୀ ନଦୀର ତମ୍ପ ଘାଟରେ ୩୫ରୁ ଊର୍ଦ୍ଧ୍ବ ହାଇୱା ଜବତ ହୋଇଛି । ନନ୍ଦିପଦା ଥାନା ରଣା ଛକରେ ୨୧ରୁ ଊର୍ଦ୍ଧ୍ବ ହାଇୱା ଜବତ ହୋଇଛି ।



