Breaking PLUSଓଡ଼ିଶାମୁଖ୍ୟ ଖବର

18ରୁ ଦୁଇଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ

ଭୁବନେଶ୍ୱର, 12 ନଭେମ୍ବର – 18ରୁ ଦୁଇଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ  । ଆସନ୍ତା 18 ଓ 19 ତାରିଖରେ ହେବ ଜିଲ୍ଲପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ସମ୍ମିଳନୀ । ଲୋକସେବା କନଭେସନ ସେଣ୍ଟରରେ ଆୟୋଜିତ ହେବ ଏହି ଦୁଇ ଦିନିଆ ଜିଲ୍ଲପାଳ ସମ୍ମିଳନୀ । ଏନେଇ ସମସ୍ତ ରାଜସ୍ବ ଡିଭିଜନାଲ୍‌ କମିଶନର ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button