Breaking PLUSଓଡ଼ିଶାମୁଖ୍ୟ ଖବର

ସବୁ ଠିକ୍ ଥିଲେ ଆମେ ୧୦ ହଜାର ଭୋଟ୍‌ରେ ଜିତିବୁ’- ବିଜେଡି

ଭୁବନେଶ୍ୱର- ନୂଆପଡ଼ା ଉପନିର୍ବାଚନ ରେଜଲ୍ଟକୁ ନେଇ ବିଜେଡିର ନୂଆ ଥିଓରୀ । ପ୍ରେସମିଟ୍‌ କରି ବିଜେପିକୁ ଟାର୍ଗେଟ୍‌ କଲେ ପ୍ରମିଳା ମଲ୍ଲିକ  । ସବୁ ଠିକ୍ ଥିଲେ ଆମେ ୧୦ ହଜାର ଭୋଟ୍‌ରେ ଜିତିବୁ । ବିଜେପି ଯଦି ଜିତେ ତାହେଲେ EVM ଜାଲିଆତି ସ୍ପଷ୍ଟ ହେବ । ଯେଉଁଥିପାଇଁ ଆମେ ସିଇଓଙ୍କ ନିକଟରେ ଅଭିଯୋଗ କରିଛୁ । ସରକାରୀ ଦଳ ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । ଆବଶ୍ୟକ ନଥାଇ ବି ଅନେକ ସ୍ଥାନରେ EVM ବଦଳାଯାଇଛି । ହାଇଦ୍ରାବାଦରୁ ଇଞ୍ଜିନିୟରଙ୍କୁ ଆଣି ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । ଯେଉଁଥିପାଇଁ ସେମାନେ ୩୦ରୁ ୪୦ ହଜାର ଭୋଟ୍‌ରେ ଜିତିବୁ କହୁଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button