Breaking PLUSଓଡ଼ିଶାମୁଖ୍ୟ ଖବର

ମହିଳାଙ୍କୁ ଅପମାନିତ କରି ଉଚିତ ଶିକ୍ଷା ପାଇଲା ୧ ନଂ କହୁଥିବା ଦଳ- ଶ୍ରୀମୟୀ

ଭୁବନେଶ୍ୱର- ନୂଆପଡ଼ା ଟ୍ରେଣ୍ଡ୍‌କୁ ନେଇ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ  । ମହିଳାଙ୍କୁ ଅପମାନିତ କରି ଉଚିତ ଶିକ୍ଷା ପାଇଲା ୧ ନଂ କହୁଥିବା ଦଳ  । -ସୁବର୍ଣ୍ଣ ଲଙ୍କା ଶ୍ରୀହିନ ଓ କୁରୁବଂଶ ଧ୍ୱଂସ କହି କଟାକ୍ଷ କଲେ ଶ୍ରୀମୟୀ । ଅହଂକାର ପାଇଁ ଶୋଚନୀୟ ପରାଜୟ ନିଶ୍ଚିତ ବୋଲି ଶ୍ରୀମୟୀ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button