Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟର ସବୁ ବନ୍ଦରରେ ରହିବ କୋଷ୍ଟ ଗାର୍ଡ

ଭୁବନେଶ୍ୱର- ରାଜ୍ୟର ସବୁ ବନ୍ଦରରେ ରହିବ କୋଷ୍ଟ ଗାର୍ଡ  । କୋଷ୍ଟ ଗାର୍ଡ ଆଇଜି ଇକବାଲ୍‌ ସିଂ ଚୌହ୍ବାନ ଏନେଇ ସୂଚନା ଦେଇଛନ୍ତି ।ଗୋପାଳପୁର ବନ୍ଦରରେ ମୁତୟନ ହେବ କୋଷ୍ଟ ଗାର୍ଡ ସିପ୍‌  ।ପାରାଦୀପ ବନ୍ଦରରେ ବଢ଼ିବ କୋଷ୍ଟଗାର୍ଡ ସିପ୍‌ ସଂଖ୍ୟା  । ଗୋପାଳପୁର ଓ ଧାମରା ବନ୍ଦରରେ ଖୋଲିବ ଜେଟି, କୋଷ୍ଟ ଗାର୍ଡ ଶାଖା  । ଧାମରା ବନ୍ଦରରେ ରହିବ କୋଷ୍ଟ ଗାର୍ଡର ଡ୍ରୋନ୍‌ ୟୁନିଟ୍‌  । କୋଷ୍ଟ ଗାର୍ଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ପ୍ରସ୍ତାବ ।

Show More

Related Articles

Back to top button