Breaking PLUSଓଡ଼ିଶାମୁଖ୍ୟ ଖବର
ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ୨ ସଦସ୍ୟ ଗିରଫ

ଭୁବନେଶ୍ୱର: ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ୨ ସଦସ୍ୟ ଗିରଫ ହୋଇଛନ୍ତି । ବଡ଼ ଲୁଟ୍ ପାଇଁ ଯୋଜନା ବେଳେ କାବୁ କଲା ସ୍ପେଶାଲ କ୍ରାଇମ ୟୁନିଟ୍ । ଅଭିଯୁକ୍ତଙ୍କଠାରୁ ଗୋଟିଏ କାରବାଇନ୍, ୫ ବନ୍ଧୁକ ଜବତ କରାଯାଇଛି ।



