Breaking PLUSଓଡ଼ିଶାମୁଖ୍ୟ ଖବର

ଅଗ୍ନିଶମ ଗାଡିକୁ ଧକ୍କାଦେଲା ଟ୍ରକ; ୪ ଆହତ

ଚମ୍ପୁଆ: ଅଗ୍ନିଶମ ଗାଡିକୁ ଧକ୍କାଦେଲା ଟ୍ରକ । ଦୁର୍ଘଟଣାରେ ୪ ଆହତ ହୋଇଛନ୍ତି । ଭଦ୍ରାସାହିରେ ନିଆଁ ଲାଗିଥିବା ଖବର ପାଇ ଯାଉଥିଲା ଅଗ୍ନିଶମ ଗାଡ଼ି  । ବଡ଼ବିଲ କଲେଜ ସମ୍ମୁଖରେ ଧକ୍କା ଦେଲା ଟ୍ରକ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button