Breaking PLUSଓଡ଼ିଶାମୁଖ୍ୟ ଖବର
ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ପାଇଛି । ୧୦.୧ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର । ରାଉରକେଲା ୧୧.୫, କେନ୍ଦୁଝର ୧୨.୬, ସମ୍ବଲପୁର ୧୩.୮ ଡିଗ୍ରୀ ରହିଛି । ଭୁବନେଶ୍ବରର ରାତ୍ରି ତାପମାତ୍ରା ୧୪.୧ ଡିଗ୍ରୀ ରେକର୍ଡ ହୋଇଛି ।



