Breaking PLUSଓଡ଼ିଶାମୁଖ୍ୟ ଖବର

ଶୀତରେ ଥରୁଛି ସାରା ରାଜ୍ୟ; ୧୦ ଡିଗ୍ରୀ ତଳେ ୨ ସହର

ଭୁବନେଶ୍ୱର-  ଶୀତରେ ଥରୁଛି ସାରା ରାଜ୍ୟ । ୧୦ ଡିଗ୍ରୀ ତଳେ ୨ ସହର ତାପମାତ୍ରା ରହିଛି । ୮.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା । ଫୁଲବାଣୀ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି । କଟକ ତାପମାତ୍ରା ୧୪.୪ ଡିଗ୍ରୀ ଓ ଭୁବନେଶ୍ବର ୧୫.୨ ଡିଗ୍ରୀ ରହିଛି ।

Show More

Related Articles

Back to top button