Breaking PLUSଓଡ଼ିଶାମୁଖ୍ୟ ଖବର

ହାତୀ ଆକ୍ରମଣରେ ଯୁବକ ମୃତ

ସମ୍ବଲପୁର: ଫସଲ ଜଗିଥିବା ବେଳେ ହାତୀ ଆକ୍ରମଣରେ ଯୁବକ ମୃତ । ଯୁଜୁମୁରା ବ୍ଲକ କନ୍‌ସର ସାପଡଗର ଗାଁରେ ହାତୀ ଆକ୍ରମଣ  । ରାତିରେ ଧାନ କ୍ଷେତ ଜଗିବାକୁ ଯାଇଥିବା ବେଳେ ଦଳିଦେଲା ହାତୀ ।

Show More

Related Articles

Back to top button