Breaking PLUSଓଡ଼ିଶାମୁଖ୍ୟ ଖବର
ଘାଟିରେ ତଳକୁ ଖସିଲା ବନ୍ଧାକୋବି ବୋଝେଇ ଟ୍ରକ୍

ବାଲିଗୁଡ଼ା: ଗାଜଲବାଡ଼ି ଘାଟିରେ ତଳକୁ ଖସିଲା ବନ୍ଧାକୋବି ବୋଝେଇ ଟ୍ରକ୍ । ଡ୍ରାଇଭର୍ଙ୍କ ସହ ଅନ୍ୟ ୨ ଜଣ ଗୁରୁତର । ଆହତଙ୍କୁ ବ୍ରହ୍ମପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଗୁଗଲ୍ ମ୍ୟାପ୍ ନେଟୱର୍କ କଟିଯିବାରୁ ଘାଟି ରାସ୍ତାରେ ଦୁର୍ଘଟଣା । ମଧ୍ୟପ୍ରଦେଶରୁ ବନ୍ଧାକୋବି ବୋଝେଇ କରି ହିଞ୍ଜିଳିକାଟୁ ଯାଉଥିଲା ଟ୍ରକ୍ ।


