Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ବିମାନ ଯାତ୍ରୀଙ୍କ ପାଇଁ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ, 25 ନଭେମ୍ବର – ଆଫ୍ରିକୀୟ ଦେଶ ଇଥିଓପିଆର ହାୟଲି ଗୁବି ଆଗ୍ନେୟଗିରି ଉଦ୍‌ଗୀରଣ  । ଲାଭା, ପାଉଁଶ ଓ ଧୂଆଁ ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭାରତରୁ ଆବୁଧାବି ଯିବାକୁ ଥିବା ସମସ୍ତ ବିମାନ ସେବା ପ୍ରଭାବିତ  ହୋଇଛି । ଭାରତର ପ୍ରମୁଖ ଏୟାରପୋର୍ଟରେ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଛି । ବିମାନ କମ୍ପାନୀ ସହ ଯୋଗାଯୋଗ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button