Breaking PLUSଓଡ଼ିଶାମୁଖ୍ୟ ଖବର
ଆଜିଠାରୁ ଜିଲ୍ଲାର ଚାଷୀମାନଙ୍କଠାରୁ କିଣା ଯିବ ଧାନ

ବରଗଡ଼: ଆଜିଠାରୁ ଜିଲ୍ଲାର ଚାଷୀମାନଙ୍କଠାରୁ କିଣା ଯିବ ଧାନ । ଚାଷୀଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ପ୍ରଶାସନର ପ୍ରତିଶ୍ରୁତି । ଉପଜିଲ୍ଲାପାଳ ଓ ସମବାୟ ବିଭାଗ ଅଧିକାରୀଙ୍କ ସୂଚନା । ‘P-PAS ଜରିଆରେ ଚାଷୀଙ୍କଠୁ ନିୟମ ଅନୁଯାୟୀ ଧାନ କିଣାଯିବ ।

