Breaking PLUSଓଡ଼ିଶାମୁଖ୍ୟ ଖବର
ବିଧାନସଭାରେ ଉଠିଲା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା

ଭୁବନେଶ୍ୱର- ବିଧାନସଭାରେ ଉଠିଲା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ଶୂନ୍ୟକାଳରେ ପ୍ରଶ୍ନ ଉଠାଇଲେ ବିଧାୟକ ପଦ୍ମଲୋଚନ ପଣ୍ଡା। ତତ୍କାଳୀନ ଜଙ୍ଗଲ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ କିଛି ଆକ୍ସନ ହେଲାନି। କିମ୍ବା ତଦନ୍ତ ହେଲାନାହିଁ। ହାଇକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଲେ ଦୋଷୀକୁ ଦଣ୍ଡ ଦିଅ। ପୂର୍ବ ସରକାର ରେ ସଠିକ୍ ତଦନ୍ତ କରିପାରିଲେ ନାହିଁ। ଏ ସରକାର୍ ରେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘଟଣାକୁ ପୁନଃ ତଦନ୍ତ କରିବାକୁ ଦାବି କଲେ ପଦ୍ମଲୋଚନ ପଣ୍ଡା।


