Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର

ଭୁବନେଶ୍ୱର- ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର  । କଡ଼ା ସୁରକ୍ଷା ଭିତରେ ହୋଟେଲକୁ ଗଲେ ଉଭୟ ଟିମ୍‌  । ହୋଟେଲ ପରିସରରେ ଉଭୟ ଦଳ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ୯ ତାରିଖରେ ବାରବାଟୀରେ ଖେଳାଯିବ ପ୍ରଥମ T-20 ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button