Breaking PLUSଓଡ଼ିଶାମୁଖ୍ୟ ଖବର

ପୀତବାସ ପଣ୍ଡା ହତ୍ୟା ମାମଲାରେ କେସ୍‌ ଡାଏରୀ ଦାଖଲ

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ କେସ୍‌ ଡାଏରୀ ଦାଖଲ । ସୂଚନା ଦେଲେ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ । ଆସନ୍ତା ୧୨ରେ ବିକ୍ରମ ଓ ଅନ୍ୟ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button