Breaking PLUSଓଡ଼ିଶାମୁଖ୍ୟ ଖବର

ପଟ୍ଟାମୁଣ୍ଡାଇ JE ରତନେଶ ପାଣ୍ଡେଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର- ପଟ୍ଟାମୁଣ୍ଡାଇ JE ରତନେଶ ପାଣ୍ଡେଙ୍କୁ ଗିରଫ କଲା ଭିଜିଲାନ୍ସ  । ସରକାରୀ ଅର୍ଥ ଆତ୍ମସାତ ଓ ଠକେଇ ଅଭିଯୋଗରେ ଗିରଫ । ୨୦୨୩-୨୪ ଆର୍ଥିକ ବର୍ଷରେ ଷ୍ଟ୍ରିଟ୍ ଲାଇଟ୍ ବିଦ୍ୟୁତକରଣ ପ୍ରକଳ୍ପରେ ଅର୍ଥ ଆତ୍ମସାତ  । ପଞ୍ଚାୟତ ଉନ୍ନୟନ ପାଣ୍ଠିରୁ ୯.୭ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button