Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ- ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଆଜିଠାରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ସ୍ଵତନ୍ତ୍ର ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ରାତି ୨ଟାରେ ଦ୍ଵାରଫିଟା ନୀତି ପରେ ହୋଇଛି ପହିଲି ଭୋଗ ନୀତି। ଏବଂ ରାତି ୧୧ଟା ପହୁଡ ନୀତି ନିଷ୍ପତ୍ତି ହୋଇଛି। ଜାନୁଆରୀ ୩ ରେ ଶ୍ରୀମନ୍ଦିରରେ ଦେବାଭିଷେକ ନୀତି ସହ ମହାପ୍ରଭୁଙ୍କର ଦୁର୍ଲଭ ସୁନା ବେଶ ଅନୁଷ୍ଠିତ ହେବ।

Show More

Related Articles

Back to top button