Breaking PLUSଓଡ଼ିଶାମୁଖ୍ୟ ଖବର
ଟାଟା ପାୱାର ମନମାନି ପାଇଁ କ୍ୟାନ୍ସର ପୀଡ଼ିତାଙ୍କ ଆତ୍ମାହୂତି ଉଦ୍ୟମ

ଜୟପୁର: ଟାଟା ପାୱାର ମନମାନି ପାଇଁ କ୍ୟାନ୍ସର ପୀଡ଼ିତାଙ୍କ ଆତ୍ମାହୂତି ଉଦ୍ୟମ । ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲା ପୋଲିସ । ପାୱାର ହାଉସ୍ ଛକରେ ଥିବା ଅଫିସରେ ମହିଳାଙ୍କ ଆତ୍ମାହୂତି ଉଦ୍ୟମ ।ମହିଳାଙ୍କ ଘର ଭିତରେ ଟାଟା ପାୱାର ଇଲେକ୍ଟ୍ରି ଖୁଣ୍ଟ ପୋତିଥିବା ଅଭିଯୋଗ । ଖୁଣ୍ଟ ହଟାଇବାକୁ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ ପରେ ବି ମିଳୁନି ସୁଫଳ । ଓଲଟା ଟାଟା ପାୱାର ଘର ମାଲିକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି ।



