Breaking PLUSଓଡ଼ିଶାମୁଖ୍ୟ ଖବର

ଜଙ୍ଗଲ ବିଭାଗର ‘ଥର୍‌’ କିଣା ଏବଂ ମଡିଫିକେସନ୍‌ର ତଦନ୍ତ ହେବ- ମନ୍ତ୍ରୀ

ଭୁବନେଶ୍ୱର- ଜଙ୍ଗଲ ବିଭାଗର ‘ଥର୍‌’ କିଣା ଏବଂ ମଡିଫିକେସନ୍‌ର ତଦନ୍ତ ହେବ  । ତଦନ୍ତ ହେବ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । କିଣା ଏବଂ ମଡିଫିକେସନ୍‌ରେ ଅଧିକ ଖର୍ଚ୍ଚ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ଗାଡ଼ି ପିସିସିଏଫ୍‌ ଅଧୀନରେ ରହିଛି, ଅଧିକ ଖର୍ଚ୍ଚର ତଦନ୍ତ ହେବ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button