Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ରାଜ୍ୟ ବିଜେପିର ବଡ଼ ବୈଠକ

ଭୁବନେଶ୍ୱର- ଆଜି ରାଜ୍ୟ ବିଜେପିର ବଡ଼ ବୈଠକ। ବିଜେପି ପାର୍ଟି ଅଫିସରେ ସକାଳ ୧୦ଟାରେ ମିଟିଂ ରହିଛି। ବୈଠକରେ ଦଳର ସମସ୍ତ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିବେ।


