Breaking PLUSଓଡ଼ିଶାମୁଖ୍ୟ ଖବର

ବିଜେପି ନେତ୍ରୀଙ୍କ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା: ବିଜେପି ନେତ୍ରୀଙ୍କ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ । ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀଙ୍କ ସ୍କର୍ପିଓ ପୋଡ଼ିଦେଇଛନ୍ତି ଦୁର୍ବୃତ୍ତ ।ସଦର ଥାନା ଗୁଆଳସିଂ ସ୍ଥିତ ଘର ଆଗରେ ରଖିଥିଲେ ଗାଡ଼ି  ।ନିଆଁ ଲାଗି ପୋଡ଼ିଯାଇଛି ଘରର ଝରକା । କିଏ ଓ କାହିଁକି ପୋଡିଛି ସେ ନେଇ କୌଣସି ସୂଚନା ମିଳିନି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button