Breaking PLUSଓଡ଼ିଶାମୁଖ୍ୟ ଖବର

ଚଣ୍ଡୀ ମନ୍ଦିର ସ୍ଥିତି ସମୀକ୍ଷା କଲେ ସାଂସଦ ଭର୍ତ୍ତୃହରି ମହତାବ

କଟକ: ଚଣ୍ଡୀ ମନ୍ଦିର ସ୍ଥିତି ସମୀକ୍ଷା କଲେ ସାଂସଦ ଭର୍ତ୍ତୃହରି ମହତାବ  । ସାଂସଦଙ୍କ ସହ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ମଧ୍ୟ ଉପସ୍ଥିତ ଅଛନ୍ତି । ମନ୍ଦିରରେ ସମସ୍ତ କାମ ଠିକ୍‌ଠାକ୍ ଚାଲିଛି, ଖୁବ୍ ଶୀଘ୍ର କାମ ସରିବ । ଆସନ୍ତା ୫ ତାରିଖରେ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା କରାଯିବ । ବିଷୁବ ସଂକ୍ରାନ୍ତି ମଧ୍ୟରେ ମନ୍ଦିରର ସମସ୍ତ କାମ ଶେଷ ହେବ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button