ଓଡ଼ିଶାମୁଖ୍ୟ ଖବରରାଜନୀତି

ବିରୋଧୀଙ୍କ ଅଭିନବ ପ୍ରତିବାଦ, କୋକେଇ ଶୋଭାଯାତ୍ରାରେ କମ୍ପିଲା ଗୃହ

ବୁଧବାର ବିଧାନସଭାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଘଟଣାକୁ ନେଇ ବିରୋଧୀ ବିଜେଡି ପକ୍ଷରୁ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରାଯାଇଥିଲା। ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ସମଗ୍ର ବିଧାନସଭା ପରିସର ପ୍ରକମ୍ପିତ ହୋଇଯାଇଥିଲା।

ଘଟଣାକୁ ନେଇ ବିରୋଧୀମାନେ ଗୃହ ମଧ୍ୟଭାଗରେ ନାରାବାଜି କରିଥିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏହି ହୋହଲ୍ଲା ଫଳରେ ପ୍ରଶ୍ନକାଳ ଚାଲିପାରି ନଥିଲା ଓ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Back to top button