Breaking PLUSଓଡ଼ିଶାମୁଖ୍ୟ ଖବର
ଏପ୍ରିଲରେ ହେବ ମଦ ଦୋକାନ ଲଟେରୀ- ମନ୍ତ୍ରୀ

ଭୁବନେଶ୍ୱର, 27 ମାର୍ଚ୍ଚ – ମଦ ଦୋକାନ ପାଇଁ ଲଟେରୀ ଏପ୍ରିଲରେ ହେବ । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହା ହେଵାକୁ ଯାଉଛି । ଆବଶ୍ୟକ ପଡିଲେ ଇଲେକ୍ଟ୍ରୋନିକ ଲଟେରୀ କରାଯିବ । ସ୍ୱଚ୍ଛ ପ୍ରକ୍ରିୟା ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଯେଉଁ ଦୋକାନ ଗତ ଥର ଲଟେରୀ ପାଇଥିଲେ, ମାର୍ଚ୍ଚ 31ରେ ସେଗୁଡିକର ସମୟସୀମା ସରୁଛି । ତେବେ ସେମାନଙ୍କୁ ଅଧିକ ଦୁଇ ମାସ ମିଳିବ । 3 ଷ୍ଟାର ହୋଟେଲରେ ବାରର ପ୍ରାବଧନ ଥିବାରୁ, ଅନ ସପ ଅନୁମତି ମିଳିବ। ହେଲେ ନୂଆ ମଦ ଦୋକାନ ଖୋଲିବ ନାହିଁ । ଯେତିକି ଅଫ ସପ ଥିଲା, ସେ ସବୁର ଏମଜିଇଆର ସ୍ଥିର ହେବ ବୋଲି ମନ୍ତ୍ରୀ କହିଛନ୍ତି ।



