Breaking PLUSଓଡ଼ିଶାମୁଖ୍ୟ ଖବର
ଆଉ୨ ଦିନ ବଢିପାରେ ଧାନ କିଣା ଅବଧି

ଭୁବନେଶ୍ୱର- ଆଉ୨ ଦିନ ବଢିପାରେ ଧାନ କିଣା ଅବଧି । ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । କାଲି ସୁଦ୍ଧା ଧାନ କିଣା ନେଇ ଡେଡ୍ଲାଇନ ଧାର୍ଯ୍ୟ ହୋଇଥିଲା । ଦରକାର ପଡ଼ିଲେ ଆଉ୨ ଦିନ ପର୍ଯ୍ୟନ୍ତ ଅବଧି ବଢ଼ିପାରେ ବୋଲି ମନ୍ତ୍ରୀ କହିଛନ୍ତି ।



