Breaking PLUSଓଡ଼ିଶାମୁଖ୍ୟ ଖବର
ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର, 30 ମାର୍ଚ୍ଚ – ରାଜଧାନୀରେ ଗଣଦୁଷ୍କର୍ମ, ଷ୍ଟେସନରେ ଛାଡିବା ଆଳ ଦେଖାଇ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଛି । ତମାଣ୍ଡୋ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସାହାରା ଦେବାକୁ ଯାଇ ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସହ ଜଘନ୍ୟ କାଣ୍ଡ ଘଟାଇଛନ୍ତି ଦୁର୍ବୁର୍ତ୍ତ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଅଭିଯୁକ୍ତଙ୍କୁ କାବୁ କରିବା ସହ ୨ ଜଣଙ୍କୁ ଆଜି କୋର୍ଟଚାଲାଣ କରିଛି ତମାଣ୍ଡୋ ଥାନା ପୋଲିସ ।



