ଆଜିର କଥା: 🙏 ଜୟ ଶ୍ରୀଜଗନ୍ନାଥ 🙏 ଖରାପ ସମୟ ଜୀବନରେ ଥରେ ନୁହେଁ , ଅନେକ ଥର ଆସିଥାଏ। ଆଉ ସେହି ଖରାପ ସମୟ ସବୁ ବେଳେ ଶିକ୍ଷା ଦିଏ ,ଦୁନିଆରେ କେହି କାହାର ନୁହେଁ ... 🙏 ଜୟ ଶ୍ରୀଜଗନ୍ନାଥ 🙏 ⭕❗⭕