Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଣ୍ଡାମାନ ସାଗରରେ ଡଙ୍ଗା ବୁଡି ଶତାଧିକ ନିଖୋଜ

ଆଣ୍ଡାମାନ- ଆଣ୍ଡାମାନ ସାଗରରେ ଡଙ୍ଗା ବୁଡି ଶତାଧିକ ନିଖୋଜ । ରୋହିଙ୍ଗ୍ୟା ଶରଣାର୍ଥୀ ଓ ବାଂଲାଦେଶ ନାଗରିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଆଣ୍ଡାମାନ ସାଗରରେ ବୁଡ଼ି ଯିବାରୁ ୨୫୦ ଜଣ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାଟି ଦକ୍ଷିଣ ବାଂଲାଦେଶର ଟେକନାଫ୍‌ରୁ ମାଲେସିଆ ଅଭିମୁଖେ ଯାଉଥିଲା। ଅଶାନ୍ତ ସମୁଦ୍ର ଓ ପବନ ଯୋଗୁଁ ବୁଡି ଯାଇଥିଲା। ଡଙ୍ଗାରେ ୨୮୦ ଜଣରୁ ଅଧିକ ଯାତ୍ରୀ ଥିଲେ। ଏପ୍ରିଲ ୪ରେ ଡଙ୍ଗାଟି ବାଂଲାଦେଶ ଛାଡିଥିବାବେଳେ ଏପ୍ରିଲ ୯ରେ ଦୁର୍ଘଟଣା ଘଟିଥିଲା।

Show More

Related Articles

Back to top button