Breaking PLUSଓଡ଼ିଶାମୁଖ୍ୟ ଖବର

OUSSSC ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି କରିବାକୁ ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର- OUSSSC ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି କରିବାକୁ ସରକାରଙ୍କ ଅନୁମୋଦନ । ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଉପ-ସଚିବ, ଅନୁ-ସଚିବ ଅନ୍ତର୍ଭୁକ୍ତ ଅଛି । ସେକ୍ସନ ଅଫିସର, ପ୍ରୋଗ୍ରାମର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି । ସଚିବ ପଦବୀରେ ଜଣେ ଓଏଏସ୍ (OAS) ସ୍ତରୀୟ ଅଧିକାରୀ ରହିବେ । ସମସ୍ତ ସମ୍ପୃକ୍ତ ବିଭାଗକୁ ପଦବୀଗୁଡ଼ିକୁ କ୍ୟାଡରଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Back to top button