Breaking PLUSଓଡ଼ିଶାମୁଖ୍ୟ ଖବର

ଲୋକଭବନରେ ଆୟକର ବିଭାଗର ଅଫିସରଙ୍କୁ ଅସମ୍ମାନ ପ୍ରଦର୍ଶନ ଅଭିଯୋଗ

ଭୁବନେଶ୍ୱର- ଲୋକଭବନରେ ଆୟକର ବିଭାଗର ଅଫିସରଙ୍କୁ ଅସମ୍ମାନ ପ୍ରଦର୍ଶନ ଅଭିଯୋଗ ହୋଇଛି । ସୁରକ୍ଷା ଆଳ ଦେଖାଇ ପୋଲିସ ଅଫିସର ବାହାର କରିଦେଇଥିବା ଅଭିଯୋଗ ହୋଇଛି ।

ଆୟକର ବିଭାଗର ଅଫିସରଙ୍କୁ ଅସମ୍ମାନ  । ଥାନାରେ ବସାଇବା ଭଳି ଗୁରୁତର ଅଭିଯୋଗ ଆଣିଲେ ଆୟକର ଅଫିସର  । ଯୁଗ୍ମ କମିଶନର ମନୀଷ କୁମାର ଓ ସତ୍ୟ ପ୍ରକାଶ ମିଶ୍ରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୋଲିସ ଓ ରାଜ୍ୟପାଳଙ୍କ ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଚିଫ୍‌ କମିଶନରଙ୍କ ସହ ପ୍ରୋଟୋକଲରେ ଲୋକଭବନ ଯାଇଥିଲେ ।୨ ଅଫିସରଙ୍କୁ ରାଜ୍ୟପାଳଙ୍କ ନିକଟକୁ ଛଡ଼ାଯାଇନଥିଲା  । ଏନେଇ ଲୋକଭବନ ସଚିବଙ୍କୁ ଚିଠି ଲେଖି ଅବଗତ କଲେ IT ପ୍ରିନ୍ସପାଲ ଚିଫ୍‌ କମିଶନର ।

Show More

Related Articles

Back to top button