Breaking PLUSଦେଶମୁଖ୍ୟ ଖବର
ଜୁନ୍ ୨୧ NEET-UG ୨୦୨୬ ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ

ଭୁବନେଶ୍ୱର, 7ଜୁନ- ଜୁନ୍ ୨୧ NEET-UG ୨୦୨୬ ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କରାଯାଇଛି । କେଉଁ ସହରରେ ପରୀକ୍ଷା ଦେବେ ୱେବସାଇଟ୍ରେ ସୂଚନା ଦେଇଛି NTA ।
ଆପ୍ଲିକେସନ୍ ନଂ ଓ ପାସୱାର୍ଡ ଦେଇ ସୂଚନା ସଂଗ୍ରହ ପାଇଁ ପରାମର୍ଶ ଦିଆଯାଇଛି । neet.nta.nic.in ସାଇଟ୍ ଯାଇ ଚେକ୍ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରଥମ NEET-UG ବାତିଲ୍ ପରେ ଦ୍ବିତୀୟ ପାଇଁ ଚାଲିଛି ପ୍ରସ୍ତୁତି ।



