Breaking PLUSଦେଶମୁଖ୍ୟ ଖବରରାଜନୀତି
କାଲି ବିଜେପି ମୁଖ୍ୟାଳୟ ଘେରିବ ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ-କାଲି ବିଜେପି ମୁଖ୍ୟାଳୟ ଘେରିବ ଆମ୍ ଆଦମୀ ପାର୍ଟି । ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲଙ୍କୁ ମାରପିଟ୍ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ଏଏପି ସୁପ୍ରିମୋ। ଏପରିକି ରବିବାର ଦଳର ସମସ୍ତ ନେତା ଭାଜପା ମୁଖ୍ୟାଳୟ ଘେରାଉ କରିବେ ବୋଲି ସେ ଘୋଷଣା କରିଛନ୍ତି।