Breaking PLUSଦେଶମୁଖ୍ୟ ଖବର

ଭେଣ୍ଟିଲେଟରରେ ଅଭିନେତା ଧର୍ମେନ୍ଦ୍ର

ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ପୁଣି ଅସୁସ୍ଥ ହୋଇପଡିଛନ୍ତି। ଗତ କିଛି ଦିନ ଧରି ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ଆଜି ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯିବା ସହ ଭେଣ୍ଟିଲେଟରରେ ରଖାଯାଇଛି। ଏହି ଖବର ଆସିବା ପରେ ଫ୍ୟାନ୍ସ ମାନେ ଶୀଘ୍ର ଆରୋଗ୍ୟ ଲାଗି ପ୍ରାର୍ଥନା କରିଛନ୍ତି।

Show More

Related Articles

Back to top button