ଅନୁଚିନ୍ତା

ଆଜିର ଅନୁଚିନ୍ତା :

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏
ଜନ୍ମରୁ କେହି କାହାର ମିତ୍ର ବା ଶତ୍ରୁ ନୁହେଁ,
ମଣିଷ ବ୍ୟବହାର ଦ୍ୱାରା
ଶତ୍ରୁ,ମିତ୍ର ସୃଷ୍ଟି ହୋଇଥାଏ
🍁🍁🍁🍁🍁🍁🍁
ଯିଏ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଜାଣିଥାଏ,
ତା ପାଖକୁ ସବୁ ଜିନିଷ
କୌଣସି ନା କୌଣସି ପ୍ରକାରେ
ନିଶ୍ଚିନ୍ତ ପହଂଚିଥାଏ
🙏 ଜୟ ଶ୍ରୀଜଗନ୍ନାଥ 🙏

⭕❗⭕

Show More

Related Articles

Back to top button