Breaking PLUSଦେଶବିଧାନସଭାମୁଖ୍ୟ ଖବରରାଜନୀତି

ଆସାମ ନିର୍ବାଚନ: ବିଜେପିର ୮୮ ପ୍ରାର୍ଥୀ ତାଲିକା ଘୋଷଣା

ଆସାମ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ବିଜେପି ୮୮ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି। କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି।
ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ପୁଣିଥରେ ଜାଲୁକବାରିରୁ ପ୍ରତିଦ୍ୱନ୍ଦିତା କରିବେ। ଦିସପୁରରୁ ପ୍ରଦ୍ୟୁତ ବୋର୍ଡୋଲୋଇଙ୍କୁ ଟିକେଟ୍ ମିଳିଛି। ଏଥର କ୍ୟାବିନେଟ୍ ମନ୍ତ୍ରୀ ନନ୍ଦିତା ଗାର୍ଲୋସାଙ୍କୁ ଟିକେଟ୍ ନ ଦିଆଯିବା ତାଲିକାର ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି। ଗୁଆହାଟୀର ସମସ୍ତ ସିଟ୍‌ରେ ନୂତନ ମୁହଁଙ୍କୁ ଅବସର ଦେଇ ବିଜେପି ସହର ରଣନୀତିରେ ପରିବର୍ତ୍ତନର ସଙ୍କେତ ଦେଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button