Breaking PLUSଓଡ଼ିଶାମୁଖ୍ୟ ଖବର

କମେଣ୍ଟମରାକୁ ନେଇ ପୁଣି ବାର୍‌ରେ ତୁମୂଳକାଣ୍ଡ

ଭୁବନେଶ୍ୱର, ୨୯ ମାର୍ଚ୍ଚ – ପୁଣି ବାର୍‌ରେ ଗଣ୍ଡଗୋଳ । ହାୱାନା ବାର୍ ସମ୍ମୁଖରେ ଭୀଷଣ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଘଣ୍ଟାଏ ଧରି ଦୁର୍ବୁତ୍ତ ମାନେ ଚଳାଇଥିଲେ ଉତ୍ପାତ । ସମ୍ବଲପୁର ଏବଂ ଗାଡକଣ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ସ୍ଥିତି ଆୟତ୍ତ ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଓ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ  । ସ୍ଥାନୀୟ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହା ସହ ଉକ୍ତ ବାରରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button