Breaking PLUSଓଡ଼ିଶାମୁଖ୍ୟ ଖବର

ସିଟି ଡିଏସ୍‌ପି ଓ ଟାଉନ୍ ଥାନା ଏସ୍‌ଆଇଙ୍କୁ ଆକ୍ରମଣ

ଭଦ୍ରକ: ସିଟି ଡିଏସ୍‌ପି ଓ ଟାଉନ୍ ଥାନା ଏସ୍‌ଆଇଙ୍କୁ ଆକ୍ରମଣ  । ସଣ୍ଠିଆ ନିକଟରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲୋକଙ୍କ ପଥରମାଡ଼ । ପଥରମାଡ଼ରେ ୨ ବରିଷ୍ଠ ପୋଲିସ ଅଧିକାରୀ ଆହତ । ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା ହୋଇଛି ।

ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ତୁମୁଳକାଣ୍ଡ  । ଦୋଷୀକୁ ଧରିବାକୁ ରାଲି ବେଳେ ପୋଲିସ ଅଟକାଇବାରୁ ଆକ୍ରମଣ । ଘଟଣାସ୍ଥଳରେ ୩ ଥାନାର ଥାନାଧିକାରୀ ସମେତ ୭ ପ୍ଲାଟୁନ ପୋଲିସ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button