Breaking PLUSଓଡ଼ିଶାମୁଖ୍ୟ ଖବର
ମଣ୍ଡି ଓ ଟୋକନ୍ ସମସ୍ୟାକୁ ନେଇ ଚାଷୀଙ୍କ ଆନ୍ଦୋଳନ

ବିନିକା: ମଣ୍ଡି ଓ ଟୋକନ୍ ସମସ୍ୟାକୁ ନେଇ ଚାଷୀଙ୍କ ଆନ୍ଦୋଳନ । ଟାୟାର ଜାଳି, ଖୁଚୁରା ଧାନ ବିକ୍ରି କରି ରାସ୍ତାରୋକ କଲେ ଶତାଧିକ ଚାଷୀ । ସନ୍ତାମୁରା-ପଣ୍ଡକିଟାଲ ମୁଖ୍ୟ ରାସ୍ତା କଉଡ଼ିଆମୁଣ୍ଡା ଛକରେ ପ୍ରତିବାଦ କରୁଛନ୍ତି ଚାଷୀ ।



