Breaking PLUSଓଡ଼ିଶାମୁଖ୍ୟ ଖବର

ଜାନୁଆରୀ ୧୫ରେ BMC ନିର୍ବାଚନ ନେଇ ବିଜ୍ଞପ୍ତି

ଭୁବନେଶ୍ୱର- ଜାନୁଆରୀ ୧୫ରେ BMC ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ରିହନ ମୁମ୍ବାଇ କର୍ପୋରେସନ (BMC) ପାଇଁ ହେବ ନିର୍ବାଚନ । BMC ସହ ମହାରାଷ୍ଟ୍ରର ସମସ୍ତ ୨୬ କର୍ପୋରେସନ ନିର୍ବାଚନ ହେବ  । ୨ ବର୍ଷ ତଳେ କାର୍ଯ୍ୟକାଳ ସରିଥିଲେ ବି ଆଇନଗତ କାରଣରୁ ହୋଇ ନ ଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button