Breaking PLUSଓଡ଼ିଶାମୁଖ୍ୟ ଖବର
ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ମହିଳା ମୃତ

ଦିଗପହଣ୍ଡି: ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ମହିଳା ମୃତ । ଜଲମେରୀପଲ୍ଲୀ ଗାଁ ଘୋଡ଼ାହାଡ଼ ନଦୀ ଘାଟରେ ବୁଡ଼ିଗଲେ ।ସ୍ଥାନୀୟ ଲୋକ ଓ ଅଗ୍ନିଶମ ଟିମ୍ ମହିଳାଙ୍କୁ ଉଦ୍ଧାର କଲେ ।ଦିଗପହଣ୍ଡି ମେଡିକାଲ୍ରେ ମହିଳାଙ୍କୁ ମୃତ ଘୋଷଣା ।



