Breaking PLUSଓଡ଼ିଶାମୁଖ୍ୟ ଖବର

ଚନ୍ଦକା ଜଙ୍ଗଲରୁ ଦନ୍ତା ହାତୀ ‘ରାମୁ’ର ମୃତଦେହ ଉଦ୍ଧାର

ଭୁବନେଶ୍ବର: ଚନ୍ଦକା ଜଙ୍ଗଲରୁ ଦନ୍ତା ହାତୀ ‘ରାମୁ’ର ମୃତଦେହ ଉଦ୍ଧାର ହୋଇଛି । ବିଦ୍ୟୁତ ଆଘାତରେ ‘ରାମୁ’ର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଚୁନୁକୂଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ବିଦ୍ୟୁତ ବିଭାଗ ଠାରୁ ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଂଚିଛି ।

Show More

Related Articles

Back to top button