Breaking PLUSଓଡ଼ିଶାମୁଖ୍ୟ ଖବର
ମହୁମାଛି ଆକ୍ରମଣରେ 20 ଛାତ୍ରଛାତ୍ରୀ ଆହତ
ଭବାନୀପାଟଣା: ମହୁମାଛି ଆକ୍ରମଣରେ 20 ଛାତ୍ରଛାତ୍ରୀ ଆହତ । ଦୁଆରସନିରେ ଥିବା ଏକ ଘରୋଇ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ମହୁମାଛି ଆକ୍ରମଣ କରିଥିବା ସୂଚନା ମିଳିଛି। ସରସ୍ୱତୀ ପୂଜାବେଳେ ସ୍କୁଲରେ ମହୁମାଝୀ ଆକ୍ରମଣରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।