Breaking PLUSଓଡ଼ିଶାମୁଖ୍ୟ ଖବର

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ୨ କୋର୍ପୋରେଟରଙ୍କ ସମେତ ୫ ଜଣଙ୍କୁ ଚାଲିଛି ଜେରା

ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ୨ କୋର୍ପୋରେଟରଙ୍କ ସମେତ ୫ ଜଣଙ୍କୁ ଚାଲିଛି ଜେରା  । ଗତକାଲିଠାରୁ ୫ ଜଣଙ୍କୁ ଜେରା କରୁଛି ବ୍ରହ୍ମପୁର ପୋଲିସ  । ସୁଦର୍ଶନ ଜେନାଙ୍କୁ ପୁଣି ଥରେ ଜେରା କରୁଛି ପୋଲିସ  । ସାର୍ପସୁଟର କୁରୁପତି ଭୂୟାଁ , ସୁପାରୀ ଡିଲର ଉମା ବିଶୋୟୀ ଏବେବି ଫେରାର ଅଛନ୍ତି । ଖୁବଶୀଘ୍ର ଏମାନଙ୍କୁ ଗିରଫ କରାଯିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ।

Show More

Related Articles

Back to top button