Breaking PLUSଓଡ଼ିଶାମୁଖ୍ୟ ଖବର
କେଶରୀଗୁଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ନବରଙ୍ଗପୁର କେଶରୀଗୁଡା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି ।
ମୃତକ ଜଣକ ହେଲେ ତେନ୍ତୁଳିଖୁଣ୍ଟି ଥାନା ହାବିଲଦାର ଭଗବାନ ଭତରା । ନିଜ ଘର କୋଡ଼ିଙ୍ଗା ଥାନା ଜାଗନିଗୁଡ଼ାକୁ ଯାଉଥିବା ବେଳେ ତାଙ୍କର ଏପରି ଦୁର୍ଘଟଣା ଘଟିଛି ।