ଯଦି ଆପଣ ସେ ସମସ୍ତ ବିଷୟରେ ଜାଣି ନାହାନ୍ତି ତ, ଉକ୍ତ ପୋଷ୍ଟରେ ଭାରତର କେତେକ ଜାତୀୟ ଦିବସ ବିଷୟରେ ବିବରଣୀ ଦିଆଯାଇଛି ।
ଜାତୀୟ ଯୁବ ଦିବସ – ଜାନୁୟାରୀ 12 ତାରିଖ
ସାମରିକ ଦିବସ – ଜାନୁୟାରୀ 15 ତାରିଖ
ନେତାଜୀ ଜୟନ୍ତୀ – ଜାନୁୟାରୀ 23 ତାରିଖ
ସାଧାରଣତନ୍ତ୍ର ଦିବସ – ଜାନୁଆରୀ 26 ତାରିଖ
ସହିଦ ଦିବସ – ଜାନୁଆରୀ 30 ତାରିଖ (ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ)
କେନ୍ଦ୍ରୀୟ ଅବକାରୀ ଦିବସ – ଫେବୃୟାରୀ 24 ତାରିଖ
ଜାତୀୟ ବିଜ୍ଞାନ ଦିବସ – ଫେବୃୟାରୀ 28 ତାରିଖ
ଉତ୍କଳ ଦିବସ – ଏପ୍ରିଲ 1 ତାରିଖ
ନୌବାହିନୀ ଦିବସ – ଏପ୍ରିଲ 5 ତାରିଖ
ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ଦିବସ – ଏପ୍ରିଲ 7
ଭୂମି ଦିବସ – ଏପ୍ରିଲ 22
ଶ୍ରମିକ ଦିବସ – ମେ 1
ଆନ୍ତର୍ଜାତିକ ରେଡ଼କ୍ରସ ଦିବସ – ମେ 8
ପ୍ରେସ୍ ସ୍ୱାଧୀନତା ଦିବସ – ମେ 3
ମାତୃ ଦିବସ – ମେ ( 2ୟ ରବିବାର )
ଜାତୀୟ ଯାନ୍ତ୍ରିକ ଦିବସ – ମେ 11
ସଦ୍ ଭାବନା ଦିବସ – ମେ 20
ଆତଙ୍କବାଦ ନିରୋଧ ଦିବସ – ମେ 11
ରାଜ୍ୟଗୋଷ୍ଟୀ ଦିବସ – ମେ 24
ନେହେରୁଙ୍କ ଶ୍ରାଦ୍ଧ ଦିବସ – ମେ 27
ପରିବେଶ ଦିବସ – ଜୁନ 5
ପିତୃ ଦିବସ – ଜୁନ (3 ୟ ରବିବାର)
ବିଶ୍ୱ ଜନସଂଖ୍ୟା ଦିବସ – ଜୁଲାଇ 11
ନ୍ୟାୟ ଦିବସ – ଅଗଷ୍ଟ 9
ଯୁବ ଦିବସ – ଅଗଷ୍ଟ 9
ସ୍ୱାଧୀନତା ଦିବସ – ଅଗଷ୍ଟ 15
ସଂସ୍କୃତ ଦିବସ – ଅଗଷ୍ଟ 17
ଜାତୀୟ ଖେଳ ଦିବସ – ଅଗଷ୍ଟ 29
ଗୁରୁଦିବସ – ସେପ୍ଟେମ୍ବର 5
ବିଶ୍ୱ ସାକ୍ଷରତା ଦିବସ – ସେପ୍ଟେମ୍ବର 8
ହିନ୍ଦୀ ଦିବସ – ସେପ୍ଟେମ୍ବର 14
ଗାନ୍ଧୀ ଜୟନ୍ତୀ – ଅକ୍ଟୋବର 2
ବିମାନବାହିନୀ ଦିବସ – ଅକ୍ଟୋବର 8
ବିଶ୍ୱ ଡାକ ଦିବସ – ଅକ୍ଟୋବର 10
ବିଶ୍ୱ ଖାଦ୍ୟ ଦିବସ – ଅକ୍ଟୋବର 18
ଜାତୀୟ ସଂହତି ଦିବସ – ଅକ୍ଟୋବର 20
ଜାତୀୟ ପୋଲିସ ଦିବସ – ଅକ୍ଟୋବର 21
ଜାତିସଂଘ ଦିବସ – ଅକ୍ଟୋବର 24
ଜାତୀୟ ଏକତା ଦିବସ – ଅକ୍ଟୋବର 31
ଜାତୀୟ ଶିକ୍ଷାଦାନ ଦିବସ – ନଭେମ୍ୱର 11
ଶିଶୁ ଦିବସ – ନଭେମ୍ବର 14
ମଧୁମେହ ଦିବସ – ନଭେମ୍ବର 14
ଆଇନ ଦିବସ – ନଭେମ୍ବର 16
ବିଶ୍ୱ ଏଡ୍ସ୍ ଦିବସ – ଡିସେମ୍ବର 1
ନୌବାହିନୀ ଦିବସ – ଡିସେମ୍ବର 4
ପତାକା ଦିବସ – ଡିସେମ୍ବର 7
ମାନବିକ ଅଧିକାର ଦିବସ – ଡିସେମ୍ବର 10
କୃଷକ ଦିବସ – ଡିସେମ୍ବର 23
ଖ୍ରୀଷ୍ଟମାସ ଦିବସ – ଡିସେମ୍ବର 25