Breaking PLUSଦେଶମୁଖ୍ୟ ଖବର
ମୁମ୍ବାଇର ଏକ ବ୍ୟବସାୟ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇର ଏକ ବ୍ୟବସାୟ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଜୋଗେଶ୍ୱରୀ ଅଞ୍ଚଳର JMS ବିଜନେସ୍ ସେଣ୍ଟର୍ରେ ନିଆଁ ଲାଗିଛି । ବିଲ୍ଡିଂ ଭିତରେ ଅନେକ ଲୋକ ଫସି ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଉଦ୍ଧାର କାର୍ଯ୍ୟ ଜାରି ରହିଛି ।



